କରୋନାରେ ପ୍ରାଣ ହରାଇଲେ ପୁଲିସ କର୍ମଚାରୀ

ବାରିପଦା: କରୋନାରେ ପ୍ରାଣ ହରାଇଛନ୍ତି ପୁଲିସ କର୍ମଚାରୀ ବିରାମ ସୋରେନ। ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିରାମ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ତଳେ ଜିଲ୍ଲାର ଜାମଦାରେ ଡିଉଟି କରୁଥିବା ସମୟରେ ତଳେ ପଡ଼ିଯାଇଥିଲେ ବିରାମ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା। କୋମାରେ ରହିବା ପରେ ସେ ପ୍ରାଣତ୍ୟାଗ କରିଛନ୍ତି। ଆଜି ତାଙ୍କ ମରଶରୀରକୁ … Continue reading କରୋନାରେ ପ୍ରାଣ ହରାଇଲେ ପୁଲିସ କର୍ମଚାରୀ